Legal Awareness(Odia)

1️⃣ ଅପରାଧ

ଆଇନ ବିରୋଧୀ କାମକୁ ଅପରାଧ କୁହାଯାଏ।
ଉଦାହରଣ: ଚୋରି, ମାରପିଟ, ଠକେଇ।

2️⃣ FIR

ଅପରାଧ ଘଟିଲେ ପୋଲିସରେ ଲିଖିତ ଅଭିଯୋଗ।
ଉଦାହରଣ: ମୋବାଇଲ ଚୋରି ହେଲେ FIR।

3️⃣ FIR ଅଧିକାର

ଯେକୌଣସି ଲୋକ FIR ଦେଇପାରେ।
ଉଦାହରଣ: ପଡ଼ୋଶୀ ମଧ୍ୟ FIR ଦେଇପାରିବେ।

4️⃣ FIR ନ ନେଲେ

ପୋଲିସ ନ ନେଲେ ଉପର ଅଧିକାରୀଙ୍କୁ କହିପାରିବେ।
ଉଦାହରଣ: SPଙ୍କୁ ଲିଖିତ ଅଭିଯୋଗ।

5️⃣ ଗିରଫ

ଅପରାଧ ସନ୍ଦେହରେ ପୋଲିସ ଧରିବା।
ଉଦାହରଣ: ଚୋରି କରିବା ବେଳେ ଧରାପଡ଼ିଲେ।

6️⃣ ଗିରଫ କାରଣ

କାରଣ ବିନା ଗିରଫ ହେବ ନାହିଁ।
ଉଦାହରଣ: କେବଳ ସନ୍ଦେହରେ ଧରିଲେ ଅବୈଧ।

7️⃣ ଓକିଲ ଅଧିକାର

ଗିରଫ ସମୟରେ ଓକିଲ ସହ କଥାହେବା।
ଉଦାହରଣ: ଥାନାରେ ଓକିଲକୁ ଫୋନ।

8️⃣ ଜାମିନ

କୋର୍ଟ ଆଦେଶରେ ଅସ୍ଥାୟୀ ମୁକ୍ତି।
ଉଦାହରଣ: ସାଧାରଣ ମାରପିଟ ମାମଲାରେ।

9️⃣ ଜାମିନ ସବୁଠି ନୁହେଁ

ଗୁରୁତର ମାମଲାରେ ଜାମିନ ନାହିଁ।
ଉଦାହରଣ: ହତ୍ୟା ମାମଲା।

🔟 Cognizable Case

ପୋଲିସ ନିଜେ FIR କରି ତଦନ୍ତ କରେ।
ଉଦାହରଣ: ଡକାୟତି।

1️⃣1️⃣ Non-Cognizable Case

କୋର୍ଟ ଅନୁମତି ଦରକାର।
ଉଦାହରଣ: ଛୋଟ ଗାଳି-ଗଲାଜ।

1️⃣2️⃣ Cyber Crime

Internet ମାଧ୍ୟମରେ ଅପରାଧ।
ଉଦାହରଣ: Online fraud।

1️⃣3️⃣ Online ଧମକ

ମୋବାଇଲ/WhatsApp ଧମକ ଅପରାଧ।
ଉଦାହରଣ: “ଟଙ୍କା ଦେନାହିଁ ତେବେ ଭିଡିଓ ଭାଇରାଲ”।

1️⃣4️⃣ Women Harassment

ମହିଳାଙ୍କୁ ହେରାସମେଣ୍ଟ।
ଉଦାହରଣ: ରାସ୍ତାରେ ଅସଭ୍ୟ କମେଣ୍ଟ।

1️⃣5️⃣ Domestic Violence

ଘରେ ମହିଳାଙ୍କୁ ମାରିବା ବା ନିର୍ଯ୍ୟାତନା।
ଉଦାହରଣ: ସ୍ୱାମୀ ଦ୍ୱାରା ପିଟା।

1️⃣6️⃣ Child Crime

ଶିଶୁ ଉପରେ ଅପରାଧ।
ଉଦାହରଣ: ଶିଶୁ ସହ ଅଶ୍ଳୀଳ କାମ।

1️⃣7️⃣ ଭୁଲ ମାମଲା

ମିଛ ମାମଲା କରିବା ଅପରାଧ।
ଉଦାହରଣ: ଦୁଷ୍ମନିରେ ଭୁଲ FIR।

1️⃣8️⃣ Cheque Bounce

ଚେକ ବାଉନ୍ସ ହେବା।
ଉଦାହରଣ: ଖାତାରେ ଟଙ୍କା ନଥିବା।

1️⃣9️⃣ Cheque Bounce ଶାସ୍ତି

ଜରିମାନା ବା ଜେଲ।
ଉଦାହରଣ: କୋର୍ଟ ଦଣ୍ଡ।

2️⃣0️⃣ ମାରପିଟ

ହାତାହାତି କରିବା।
ଉଦାହରଣ: ଜମି ବିବାଦରେ ପିଟା।

2️⃣1️⃣ ସାକ୍ଷୀ

ଘଟଣା ଦେଖିଥିବା ବ୍ୟକ୍ତି।
ଉଦାହରଣ: ପଡ଼ୋଶୀ।

2️⃣2️⃣ ଅଭିଯୁକ୍ତ

ଯାହାଙ୍କ ଉପରେ ମାମଲା।
ଉଦାହରଣ: FIR ରେ ନାମ ଥିବା।

2️⃣3️⃣ ମାମଲା ରଦ୍ଦ

କୋର୍ଟ ଦ୍ୱାରା ମାମଲା ବନ୍ଦ।
ଉଦାହରଣ: ସମ୍ମତି ହେଲେ।

2️⃣4️⃣ ଓକିଲ

ଆଇନି ସୁରକ୍ଷା ଦେଉଥିବା ବ୍ୟକ୍ତି।
ଉଦାହରଣ: Bail ପାଇଁ ଓକିଲ।

2️⃣5️⃣ ରାତିରେ ଗିରଫ

ମହିଳାଙ୍କୁ ସାଧାରଣତଃ ରାତିରେ ନୁହେଁ।
ଉଦାହରଣ: ସକାଳେ ଗିରଫ।

2️⃣6️⃣ Minor Case

ନାବାଳକ ପାଇଁ ଅଲଗା ଆଇନ।
ଉଦାହରଣ: Juvenile Home।

2️⃣7️⃣ Video Viral

ବ୍ୟକ୍ତିଗତ ଭିଡିଓ ଭାଇରାଲ।
ଉଦାହରଣ: ମୋବାଇଲ ଭିଡିଓ ଶେୟର।

2️⃣8️⃣ ସହଯୋଗୀ ଅପରାଧ

ଅପରାଧରେ ସହାୟତା।
ଉଦାହରଣ: ଚୋରିରେ ସାହାଯ୍ୟ।

2️⃣9️⃣ ଆଇନ ନଜାଣିବା

ଆଇନ ନଜାଣିଲେ ଛୁଟ ନାହିଁ।
ଉଦାହରଣ: “ମୁଁ ଜାଣିନଥିଲି” କହିଲେ ଲାଭ ନାହିଁ।

3️⃣0️⃣ Criminal Awareness

ଆଇନ ଜାଣିଲେ ଅପରାଧରୁ ବଞ୍ଚିପାରିବେ।
ଉଦାହରଣ: ଠକେଇରୁ ସୁରକ୍ଷା।

Call Us Now
WhatsApp
Scroll to Top